Sonepur News

Top Menu

  • About
  • Contact

Main Menu

  • Home
  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ରାଜ୍ୟ
  • ଦେଶ-ଦେଶାନ୍ତର
  • ରାଜନୀତି
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
Saturday, July 18, 2026, Login
  • About
  • Contact

logo

Sonepur News

  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ଅନ୍ୟାନ୍ୟ
    • ରାଜ୍ୟ
    • ଦେଶ-ଦେଶାନ୍ତର
    • ରାଜନୀତି
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ...

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ...

  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ...

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ...

  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ...

  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ...

  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ...

  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ...

ବିଶେଷ
Home ›› ବିଶେଷ ››ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

2021-01-06 07:37:03
16003
Share:
ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ
ନିଘୋଡ଼ ନିଦକୁ ଯିବା ପରେ କେତେଜଣ ଘୁଙ୍ଗୁଡ଼ି ମାରିଥାନ୍ତି। ଏହା କାରଣରୁ ଅନ୍ୟର ନିଦ ବ୍ୟାଘାତ ହେଉଥିବାବେଳେ ଘୁଙ୍ଗୁଡ଼ିକୁ କମ୍ କିମ୍ବା ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। – ବିଶେଷଜ୍ଞଙ୍କ ମତରେ ଘରୋଇ ସରଳ ଉପାୟରେ ଘୁଙ୍ଗୁଡ଼ିକୁ କମ୍ କରିହେବ। ପ୍ରତିଦିନ ଗୁଜୁରାତି ଚା’ ପିଇବା କିମ୍ବା ଗୋଟିଏ ଗୁଜୁରାତିକୁ ଭୋଜନ ପରେ ଚୋବାଇ ଖାଇବା ଭଲ। ଶୋଇବାର ୩୦ ମିନିଟ୍ ପୂର୍ବରୁ ଉଷୁମ ଖିରରେ ଗୁଜୁରାତି ଗୁଣ୍ଡ ଅଧ ଛୋଟ ଚାମଚ ମିଶାଇ କିଛିଦିନ ପିଇଲେ ଘୁଙ୍ଗୁଡ଼ି ସମସ୍ୟା ସମାଧାନ ହୋଇଥାଏ। – ଘୁଙ୍ଗୁଡ଼ିରୁ ବର୍ତ୍ତିବାର ଅନ୍ୟ ଏକ ଉପାୟ ହେଉଛି ନିଜ ଭୋଜନରେ ଅଳ୍ପ ପରିମାଣର ଶୁଦ୍ଧ ଦେଶୀ ଘିଅ ମିଶାନ୍ତୁ। ରୁଟିରେ ଅଧ ଚାମଚ ଘିଅ ମିଶା ଖାଇଲେ ତାହା ଭଲ ନିଦ ହେବାରେ ସହାୟକ ହେବା ସହ ଘୁଙ୍ଗୁଡ଼ି କମ୍ କରେ। – ଅଲିଭ ତେଲରେ ଅଧ ଚାମଚ ମହୁ ମିଶାଇ ଶୋଇବାର କିଛି ସମୟ ପୂର୍ବରୁ ଖାଇଲେ ମଧ୍ୟ ଲାଭ ମିଳୁଥିବାର ଅନୁସନ୍ଧାନରୁ ଜଣାପଡ଼ିଛି। – ଏହା ସହ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପ୍ରତିଦିନ ଯୋଗ, ବ୍ୟାୟାମ କଲେ ମଧ୍ୟ ଦିନ କେଇଟାରେ ଘୁଙ୍ଗୁଡ଼ି ସମସ୍ୟା ଦୂର ହୋଇଥାଏ।
Tags snoring

Related articles Sonepur News

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ
    ସୋନପୁର ନ୍ୟୁଜ

    ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    15189
    Jan 11, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା
    ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16115
    Jan 06, 2021
  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ
    ତର୍ଜମା

    ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14174
    Jan 06, 2021
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ
    ରାଜନୀତି

    ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15566
    Jan 06, 2021
  • ସୁବର୍ଣ୍ଣପୁର  ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ
    ସୋନପୁର ନ୍ୟୁଜ

    ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

    15173
    Jun 18, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ
    ତର୍ଜମା

    ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14747
    Jan 06, 2021
  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ
    ବିଶେଷ

    ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15462
    Jan 06, 2021
  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14561
    Jan 06, 2021
  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ
    ରାଜନୀତି

    ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

    14729
    Jan 06, 2021

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16115
    Jan 06, 2021
  • ସୋନପୁର ନ୍ୟୁଜ

    ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    15189
    Jan 11, 2021
  • ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14561
    Jan 06, 2021

ତର୍ଜମା

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14174
    Jan 06, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14747
    Jan 06, 2021

ବିଶେଷ

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15462
    Jan 06, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    16004
    Jan 06, 2021

ରାଜନୀତି

ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

ଭୁବନେଶ୍ୱର : ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦)ଙ୍କୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପ୍ର ...
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15566
    Jan 06, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16115
    Jan 06, 2021

ଦେଶ-ଦେଶାନ୍ତର

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14561
    Jan 06, 2021
  • ଜିନପିଙ୍ଗଙ୍କୁ ବିରୋଧ କଲେ ଫାଶୀ

    16252
    Jan 06, 2021

ରାଜ୍ୟ

ରାଜ୍ୟରେ ପିକ ସମୟ ଅତିକ୍ରମ କରିସାରିଛି

ଭୁବନେଶ୍ୱର : ରାଜ୍ୟରେ କରୋନା ପିକ ସମୟ ଅତିକ୍ରମ କରିସାରିଛି । ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ...
  • ଶ୍ରୀମନ୍ଦିରକୁ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

    15999
    Jan 11, 2021
  • ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

    15094
    Jan 06, 2021
  • ସେଲଫି ହେଲା କାଳ, ଜଳପ୍ରପାତରୁ ପଡ଼ି ନାବାଳକ ମୃତ

    16016
    Jan 06, 2021

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

    14729
    Jan 06, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14747
    Jan 06, 2021
  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14561
    Jan 06, 2021

About Us

  • At: Sonepur Block Chowk Marg, Press Colony, Po/Dist: Subarnapur
  • +91 6370 7614 23
  • sonepurnews@gmail.com

Follow us

  • Home
  • Contact Us
  • About Us
© Copyright Sonepur News. All rights reserved. in association with Konect.In