Sonepur News

Top Menu

  • About
  • Contact

Main Menu

  • Home
  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ରାଜ୍ୟ
  • ଦେଶ-ଦେଶାନ୍ତର
  • ରାଜନୀତି
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
Sunday, September 20, 2026, Login
  • About
  • Contact

logo

Sonepur News

  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ଅନ୍ୟାନ୍ୟ
    • ରାଜ୍ୟ
    • ଦେଶ-ଦେଶାନ୍ତର
    • ରାଜନୀତି
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ...

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ...

  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ...

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ...

  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ...

  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ...

  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ...

  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

2021-01-06 07:23:43
14583
Share:
ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!
ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ନେବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଦେଶ ଛାଡି ପଳାଇବେ ବୋଲି ଜଣାପଡିଛି । କୁହାଯାଉଛି ଯେ ଟ୍ରମ୍ପ ସ୍କଟଲ୍ୟାଣ୍ଡ ଚାଲିଯିବା ପାଇଁ ଯୋଜନା କରୁଛନ୍ତି । ଜାନୁଆରୀ ୨୦ରେ ବାଇଡେନ ଶପଥ ନେବାକୁ ଥିବା ବେଳେ ୧୯ ତାରିଖରେ ଟ୍ରମ୍ପ ବ୍ୟବହାର କରୁଥିବା ଆମେରିକୀୟ ସେନା ବିମାନ ବୋଇଙ୍ଗ ୭୫୭ ବିମାନ ଆସି ପହଞ୍ଚିବ । ୧୯ ତାରିଖରେ ହିଁ ସେ ଏହି ବିମାନରେ ସ୍କଟଲ୍ୟାଣ୍ଡ ପଳାଇବେ । ସେନା ବିମାନ ଜାନୁଆରୀ ୧୯ରେ ପହଞ୍ଚିବ ବୋଲି ସ୍କଟଲ୍ୟାଣ୍ଟର ପ୍ରେଷ୍ଟୱିକ ବିମାନବନ୍ଦରକୁ ସୂଚନା ଦିଆଯାଇଛି । ଏହି ବିମାନକୁ ଟ୍ରମ୍ପ ପୂର୍ବରୁ ବ୍ୟବହାର କରିଥିଲେ । ସ୍କଟଲ୍ୟାଣ୍ଟରେ ଟ୍ରମ୍ପଙ୍କର ଏକ ଗଲଫ ରିସର୍ଟ ରହିଥିବା ସୂଚନା ମିଳିଛି । ରିପୋର୍ଟ ମୁତାବକ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଲଢିବାକୁ ଘୋଷଣା କରିପାରନ୍ତି । ତେବେ ଯେଉଁଦିନ ବାଇଡେନ ଶପଥନେବେ ସେହି ଦିନ ହିଁ ସେ ଏହି ଘୋଷଣା କରିପାରନ୍ତି ।
Tags america, trump

Related articles Sonepur News

  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ
    ବିଶେଷ

    ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    16034
    Jan 06, 2021
  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ
    ତର୍ଜମା

    ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14212
    Jan 06, 2021
  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14583
    Jan 06, 2021
  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ
    ବିଶେଷ

    ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15506
    Jan 06, 2021
  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ
    ରାଜନୀତି

    ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

    14753
    Jan 06, 2021
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ
    ରାଜନୀତି

    ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15612
    Jan 06, 2021
  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ
    ସୋନପୁର ନ୍ୟୁଜ

    ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    15266
    Jan 11, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା
    ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16152
    Jan 06, 2021
  • ସୁବର୍ଣ୍ଣପୁର  ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ
    ସୋନପୁର ନ୍ୟୁଜ

    ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

    15260
    Jun 18, 2021

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    16034
    Jan 06, 2021
  • ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16152
    Jan 06, 2021
  • ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14583
    Jan 06, 2021

ତର୍ଜମା

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14212
    Jan 06, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14796
    Jan 06, 2021

ବିଶେଷ

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15506
    Jan 06, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    16034
    Jan 06, 2021

ରାଜନୀତି

ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

ଭୁବନେଶ୍ୱର : ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦)ଙ୍କୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପ୍ର ...
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15612
    Jan 06, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16152
    Jan 06, 2021

ଦେଶ-ଦେଶାନ୍ତର

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14584
    Jan 06, 2021
  • ଜିନପିଙ୍ଗଙ୍କୁ ବିରୋଧ କଲେ ଫାଶୀ

    16306
    Jan 06, 2021

ରାଜ୍ୟ

ରାଜ୍ୟରେ ପିକ ସମୟ ଅତିକ୍ରମ କରିସାରିଛି

ଭୁବନେଶ୍ୱର : ରାଜ୍ୟରେ କରୋନା ପିକ ସମୟ ଅତିକ୍ରମ କରିସାରିଛି । ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ...
  • ଶ୍ରୀମନ୍ଦିରକୁ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

    16055
    Jan 11, 2021
  • ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

    15149
    Jan 06, 2021
  • ସେଲଫି ହେଲା କାଳ, ଜଳପ୍ରପାତରୁ ପଡ଼ି ନାବାଳକ ମୃତ

    16066
    Jan 06, 2021

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14212
    Jan 06, 2021
  • ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

    15260
    Jun 18, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14796
    Jan 06, 2021

About Us

  • At: Sonepur Block Chowk Marg, Press Colony, Po/Dist: Subarnapur
  • +91 6370 7614 23
  • sonepurnews@gmail.com

Follow us

  • Home
  • Contact Us
  • About Us
© Copyright Sonepur News. All rights reserved. in association with Konect.In