Sonepur News

Top Menu

  • About
  • Contact

Main Menu

  • Home
  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ରାଜ୍ୟ
  • ଦେଶ-ଦେଶାନ୍ତର
  • ରାଜନୀତି
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
Thursday, July 17, 2025, Login
  • About
  • Contact

logo

Sonepur News

  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ଅନ୍ୟାନ୍ୟ
    • ରାଜ୍ୟ
    • ଦେଶ-ଦେଶାନ୍ତର
    • ରାଜନୀତି
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ...

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ...

  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ...

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ...

  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ...

  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ...

  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ...

  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ...

ରାଜ୍ୟ
Home ›› ରାଜ୍ୟ ››ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

2021-01-06 06:01:00
14806
Share:
ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ
ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଲିଙ୍ଗରାଜ ମନ୍ଦିର ବହୁଦିନ ଧରି ବନ୍ଦ ରହିଥିବାବେଳେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଖୋଲିଛି । ଶ୍ରଦ୍ଧାଳୁଙ୍କ ପାଇଁ କୌଣସି ବୟସ କଟକଣା ରହିନାହିଁ । ଅର୍ଥାତ ସବୁ ବୟସର ଭକ୍ତ ମହାପ୍ରଭୂଙ୍କର ଦର୍ଶନ କରିପାରିବେ । ପ୍ରଥମେ ସେବାୟତ ପରିବାର ମହାପ୍ରଭୂଙ୍କର ଦର୍ଶନ କରିଥିବାବେଳେ ଏବେ ଭୁବନେଶ୍ୱରବାସୀଙ୍କ ପାଇଁ ମନ୍ଦିର ଖୋଲାରହିଛି । ସମ୍ପ୍ରତି ସମସ୍ତେ ମହାପ୍ରଭୂଙ୍କର ଦର୍ଶନ କରିପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ତେବେ ଭକ୍ତଙ୍କ ପାଇଁ କୋଭିଡ଼ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯଦି କୋଭିଡ଼ ନେଗେଟିଭ ରିପୋର୍ଟ ନଥିବ ତେବେ ସେଠାରେ ବିଏମସି ପକ୍ଷରୁ ମାଗଣା ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟଯେ, ଲିଙ୍ଗରାଜ ମନ୍ଦିର, ଏହାର ସମ୍ପତି ଓ ପରିସର ମଧ୍ୟରେ ଏବଂ ବାହାରେ ଥିବା ଅନ୍ୟ ମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟାପାରର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ୱାରା ମନ୍ଦିରର କାର୍ଯ୍ୟଗୁଡ଼ିକର ଉତର ଓ ସଠିକ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଭକ୍ତ ଏବଂ ଉପାସକମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ହେବ । ଏହା ମଧ୍ୟ ମନ୍ଦିରର ସମ୍ପତି ସୁରକ୍ଷିତ ରଖିବା ପାଇଁ କମିଟିକୁ ସଶକ୍ତ କରିବ । ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା କରାଯାଇଛି । ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତିର ସୁରକ୍ଷା ଏବଂ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠି ଗଠନ ଓ ପରିଚାଳନା ଇତ୍ୟାଦି ବ୍ୟବସ୍ଥା ହୋଇଛି । ଏତଦବ୍ୟତୀତ ନିକଟ ଅତୀତରେ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ମନସ୍ଥ କରିଛନ୍ତି ଯାହାକି ଅଗ୍ରାଧିକାର ଭିତିରେ କରାଯିବା ଆବଶ୍ୟକ । ଯେହେତୁ ବିଧାନସଭା ବର୍ତମାନ ମୁଲତବୀ ହୋଇଅଛି, ତେଣୁ ଏହି ଅଧ୍ୟାଦେଶ ଜରିଆରେ ଏହି ନୂତନ ଆଇନର ବ୍ୟବସ୍ଥା କରାଯାଇଛି ।
Tags lingaraj temple, covid 19

Related articles Sonepur News

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ
    ସୋନପୁର ନ୍ୟୁଜ

    ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    14779
    Jan 11, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା
    ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    15651
    Jan 06, 2021
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ
    ରାଜନୀତି

    ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15048
    Jan 06, 2021
  • ସୁବର୍ଣ୍ଣପୁର  ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ
    ସୋନପୁର ନ୍ୟୁଜ

    ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

    14753
    Jun 18, 2021
  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ
    ବିଶେଷ

    ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15214
    Jan 06, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ
    ବିଶେଷ

    ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    15722
    Jan 06, 2021
  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ
    ତର୍ଜମା

    ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    13900
    Jan 06, 2021
  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ
    ରାଜନୀତି

    ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

    14588
    Jan 06, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ
    ତର୍ଜମା

    ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14491
    Jan 06, 2021

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14373
    Jan 06, 2021
  • ସୋନପୁର ନ୍ୟୁଜ

    ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    14779
    Jan 11, 2021
  • ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    15651
    Jan 06, 2021

ତର୍ଜମା

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    13900
    Jan 06, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14491
    Jan 06, 2021

ବିଶେଷ

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15214
    Jan 06, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    15722
    Jan 06, 2021

ରାଜନୀତି

ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

ଭୁବନେଶ୍ୱର : ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦)ଙ୍କୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପ୍ର ...
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15048
    Jan 06, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    15651
    Jan 06, 2021

ଦେଶ-ଦେଶାନ୍ତର

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14373
    Jan 06, 2021
  • ଜିନପିଙ୍ଗଙ୍କୁ ବିରୋଧ କଲେ ଫାଶୀ

    15919
    Jan 06, 2021

ରାଜ୍ୟ

ରାଜ୍ୟରେ ପିକ ସମୟ ଅତିକ୍ରମ କରିସାରିଛି

ଭୁବନେଶ୍ୱର : ରାଜ୍ୟରେ କରୋନା ପିକ ସମୟ ଅତିକ୍ରମ କରିସାରିଛି । ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ...
  • ଶ୍ରୀମନ୍ଦିରକୁ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

    15789
    Jan 11, 2021
  • ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

    14807
    Jan 06, 2021
  • ସେଲଫି ହେଲା କାଳ, ଜଳପ୍ରପାତରୁ ପଡ଼ି ନାବାଳକ ମୃତ

    15797
    Jan 06, 2021

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15214
    Jan 06, 2021
  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    14779
    Jan 11, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    15651
    Jan 06, 2021

About Us

  • At: Sonepur Block Chowk Marg, Press Colony, Po/Dist: Subarnapur
  • +91 6370 7614 23
  • sonepurnews@gmail.com

Follow us

  • Home
  • Contact Us
  • About Us
© Copyright Sonepur News. All rights reserved. in association with Konect.In