Sonepur News

Top Menu

  • About
  • Contact

Main Menu

  • Home
  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ରାଜ୍ୟ
  • ଦେଶ-ଦେଶାନ୍ତର
  • ରାଜନୀତି
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
Friday, June 19, 2026, Login
  • About
  • Contact

logo

Sonepur News

  • ରଜା ଘର ମଜା କଥା
  • ସଂକୃତି ଓ ପରମ୍ପରା
  • ଗର୍ବ ଓ ଗୌରବ
  • ସଫଳ ଉଦ୍ୟୋଗୀ
  • ଜିଲ୍ଲା ପରିକ୍ରମା
  • ସରକାର ଓ ପ୍ରଶାସନ
  • ଆମ ଗାଁ
  • ଅନୁସନ୍ଧାନ ଖବର ଖବରଦାର
  • ମୁଁ ବି ରିପୋର୍ଟର
  • କ୍ରାଇମ ଖବର
  • ଭଲ ଖବର
  • ଅନ୍ୟାନ୍ୟ
    • ରାଜ୍ୟ
    • ଦେଶ-ଦେଶାନ୍ତର
    • ରାଜନୀତି
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ...

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ...

  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ...

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ...

  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ...

  • ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ...

  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ...

  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ...

ସୋନପୁର ନ୍ୟୁଜ
Home ›› ସୋନପୁର ନ୍ୟୁଜ ››ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

2021-06-18 16:18:38
15134
Share:
ସୁବର୍ଣ୍ଣପୁର  ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ
ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ପାଇଁ ପୁଣି ଟୀକାକରଣ ତଳେ ଦିଆଯାଇଥିବା ଲିଙ୍କ କୁ ଯାଇ ସ୍ଲଟ ବୁକିଂ କରନ୍ତୁ ।ଆଜି ଅପରାହ୍ନ 5ଘଣ୍ଟା ସମୟରେ ସ୍ଲଟ ବୁକିଂ କରନ୍ତୁ ।ତା 19/06/21 ରୁ ତା 21/06/21ପର୍ଯ୍ୟନ୍ତ 18 ରୁ 44 ବର୍ଷ ପାଇଁ ଟୀକାକରଣ-* 3ୟ ପର୍ଯ୍ୟାୟ ରେ ସୋନପୁର ମ୍ୟୁନିସିପାଲିଟି ର 8ଟି ସ୍ଥାନରେ ବ୍ୟବସ୍ଥିତ 11ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ - ସୁବର୍ଣ୍ଣପୁର -ତା 18/06/21 ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା 19/06/21 ରୁ ତା 21/06/21 ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟି ର 5ଗୋଟି ସ୍ଥାନରେ ବ୍ୟବସ୍ଥିତ 6ଟି ଟୀକାକରଣ କେନ୍ଦ୍ର ଯଥା- କଲ୍ୟାଣ ମଣ୍ଡପ, ସୋନପୁର -ମଝୀପଡ଼ା (ଗୋଟିଏ କେନ୍ଦ୍ର ), ଟାଉନ ହଲ (ବସଷ୍ଟାଣ୍ଡ ପାଖ)- (1ଟି କେନ୍ଦ୍ର), ମହାରାଜା ଉଚ୍ଚ ବିଦ୍ୟାଳୟ -(1ଟି କେନ୍ଦ୍ର),ଜିଲ୍ଲା ସାଧନ କେନ୍ଦ୍ର -ପଛ ପଟ (1ଟି କେନ୍ଦ୍ର ), ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ,ସୋନପୁର (2ଟି କେନ୍ଦ୍ର)ରେ ଟୀକାକରଣ ହେବ l ସେହିପରି ତା 20/06/21ଓ ତା 21/06/21 ରେ ତିନୋଟି ସ୍ଥାନ ର 5ଟି କେନ୍ଦ୍ର ଯଥା-ସଂସ୍କୃତି ଭବନ (2ଟି କେନ୍ଦ୍ର), ସୋନପୁର ମହାବିଦ୍ୟାଳୟ , ସୋନପୁର (2ଟି କେନ୍ଦ୍ର) ଓ ମାରୱାଡି ଧର୍ମଶାଳା -ଭଗବତୀପ୍ଲଟ, ସୋନପୁର, (ଗୋଟିଏକେନ୍ଦ୍ର)ରେ ଟୀକାକରଣ ଚାଲୁରହିବ l କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା 18 ରୁ 44 ବର୍ଷ ର ହିତାଧିକାରୀ ଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ l ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି )ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର ,ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ l ବିନା କୌଣସି ସୂଚନା ରେ ଟୀକାକେନ୍ଦ୍ର କୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ର ରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି l ଏହି ଟୀକାକରଣ ଉକ୍ତ ଦିନଗୁଡ଼ିକରେ ସକାଳ 09 ରୁ ସନ୍ଧ୍ୟା 05 ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ l ପୁନଶ୍ଚ ଟୀକାନେବା ନିମନ୍ତେ 18 ରୁ 44 ବର୍ଷ ପାଇଁ ଯେଉଁମାନେ ଅନଲାଇନ ରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ https://selfregistration.cowin.gov.in ରେ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଅନୁରୋଧ l ତା18/06/21 ସନ୍ଧ୍ୟା 05-00 ଘଂ ରୁ ପଞ୍ଜିକରଣ ନିମନ୍ତେ ସ୍ଲଟ ଖୋଲା ରହିବ l
Tags Covid 19

Related articles Sonepur News

  • ସୁବର୍ଣ୍ଣପୁର  ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ
    ସୋନପୁର ନ୍ୟୁଜ

    ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

    15134
    Jun 18, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ
    ତର୍ଜମା

    ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14735
    Jan 06, 2021
  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!
    ଦେଶ-ଦେଶାନ୍ତର

    ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14554
    Jan 06, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା
    ରାଜନୀତି

    ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16105
    Jan 06, 2021
  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ
    ତର୍ଜମା

    ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14160
    Jan 06, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ
    ବିଶେଷ

    ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    15996
    Jan 06, 2021
  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ
    ବିଶେଷ

    ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15448
    Jan 06, 2021
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ
    ରାଜନୀତି

    ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15538
    Jan 06, 2021
  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ
    ସୋନପୁର ନ୍ୟୁଜ

    ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    15158
    Jan 11, 2021

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15538
    Jan 06, 2021
  • ବିଶେଷ

    ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    15996
    Jan 06, 2021
  • ସୋନପୁର ନ୍ୟୁଜ

    ସୁବର୍ଣ୍ଣପୁର ପୌରପରିସଦରେ ଆସନ୍ତା କାଲି ଠାରୁ 18 ରୁ 44 ବର୍ଷ ନାଗରିକଙ୍କ ଟୀକାକରଣ

    15134
    Jun 18, 2021

ତର୍ଜମା

  • ନୀତୀଶଙ୍କ ସମ୍ପର୍କରେ ଆସିଲା ଏକ ବଡ଼ ଖବର, ଜାଣନ୍ତୁ କ’ଣ

    14160
    Jan 06, 2021
  • ଏଇ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ

    14735
    Jan 06, 2021

ବିଶେଷ

  • ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

    15448
    Jan 06, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    15996
    Jan 06, 2021

ରାଜନୀତି

ନିନ୍ଦା କଲେ ପ୍ରତାପ ଜେନା, କହିଲେ ଦୁଃଖିତ ଓ ମର୍ମାହତ

ଭୁବନେଶ୍ୱର : ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୦)ଙ୍କୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପ୍ର ...
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15538
    Jan 06, 2021
  • ଧର୍ମେନ୍ଦ୍ରଙ୍କୁ ମୋଦୀଙ୍କ ପ୍ରଶଂସା

    16105
    Jan 06, 2021

ଦେଶ-ଦେଶାନ୍ତର

  • ଆମେରିକା ରାଷ୍ଟ୍ରପତିଙ୍କ ଶପଥ ପୂର୍ବରୁ ଆମେରିକା ଛାଡିବେ ଟ୍ରମ୍ପ!

    14554
    Jan 06, 2021
  • ଜିନପିଙ୍ଗଙ୍କୁ ବିରୋଧ କଲେ ଫାଶୀ

    16237
    Jan 06, 2021

ରାଜ୍ୟ

ରାଜ୍ୟରେ ପିକ ସମୟ ଅତିକ୍ରମ କରିସାରିଛି

ଭୁବନେଶ୍ୱର : ରାଜ୍ୟରେ କରୋନା ପିକ ସମୟ ଅତିକ୍ରମ କରିସାରିଛି । ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ...
  • ଶ୍ରୀମନ୍ଦିରକୁ ସୁବର୍ଣ୍ଣ ‘ସୂର୍ଯ୍ୟ-ଚନ୍ଦ୍ର’ ଦାନ

    15983
    Jan 11, 2021
  • ଲିଙ୍ଗରାଜ ମନ୍ଦିରକୁ ଯାଇପାରିବେ ସବୁ ବୟସର ଭକ୍ତ

    15075
    Jan 06, 2021
  • ସେଲଫି ହେଲା କାଳ, ଜଳପ୍ରପାତରୁ ପଡ଼ି ନାବାଳକ ମୃତ

    16004
    Jan 06, 2021

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏବର୍ଷ ଆସିଛନ୍ତି ୮,୪୧୩ଟି ଅଧୁକ ପକ୍ଷୀ

    15158
    Jan 11, 2021
  • ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

    15996
    Jan 06, 2021
  • ଖୁବଶୀଘ୍ର କଂଗ୍ରେସ ଡାକିବ ବରିଷ୍ଠ ନେତାଙ୍କ ବୈଠକ, କାହିଁକି ଜାଣନ୍ତୁ

    15538
    Jan 06, 2021

About Us

  • At: Sonepur Block Chowk Marg, Press Colony, Po/Dist: Subarnapur
  • +91 6370 7614 23
  • sonepurnews@gmail.com

Follow us

  • Home
  • Contact Us
  • About Us
© Copyright Sonepur News. All rights reserved. in association with Konect.In